Posts

Showing posts from June, 2020

ପହଣ୍ଡି ବିଜେ ନୀତି ସଂପନ୍ନ, ରଥାରୁଢ ହେଲେ ଚତୁର୍ଦ୍ଧା ମୂର୍ତ୍ତ

ଅର୍ଗସ ବ୍ୟୁରୋ : ଶ୍ରୀ ବିଗ୍ରହଙ୍କ ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଛି। ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତ । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀ ବିଗ୍ରହ। ତେବେ ନୀତି ନିର୍ଘଣ୍ଟ ପୂର୍ବରୁ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି। ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି । ଦେବଦଳନ ରଥରେ ରଥାରୁଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା […] Via The Argus https://theargus.in

ଏହି 6 କ୍ରିକେଟର ଭାରତ ପକ୍ଷରୁ କେବଳ ଗୋଟିଏ ଲେଖାଁଏ ମ୍ୟାଚ ଖେଳିଛନ୍ତି

ଅର୍ଗସ ବ୍ୟୁରୋ : ଏହି 6 କ୍ରିକେଟର ଭାରତ ପକ୍ଷରୁ କେବଳ ଗୋଟିଏ ଲେଖାଁଏ ମ୍ୟାଚ ଖେଳିଛନ୍ତି। ତେବେ ଜାଣନ୍ତୁ ଏହି ଖେଳାଳୀଙ୍କ ବିଷୟରେ- 1- ଶ୍ରୀନାଥ ଅରବିନ୍ଦ – କର୍ଣ୍ଣାଟକର ଏହି ଫାଷ୍ଟ ବୋଲର 2015 ମସିହାରେ ଭାରତ ପକ୍ଷରୁ ଟି – ଟ୍ୱେଣ୍ଟି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିଲେ। ତେବେ ଏହି ମ୍ୟାଚରେ ଅରବିନ୍ଦ 3.4 ଓଭରରେ 44 ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ ପରେ […] Via The Argus https://theargus.in

ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ

ଅର୍ଗସ ବ୍ୟୁରୋ : ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ଆଜି ସକାଳ ପ୍ରାୟ ୮ଟାରେ ପୁରୀରେ ତିନି ଠାକୁରଙ୍କର ବାହୁଡ଼ାଯାତ୍ରା ଆରମ୍ଭ ହୋଇଛି। ସେବାୟତମାନେ ପ୍ରଥମେ ସୁଦର୍ଶନଙ୍କୁ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆଣି ନାକଚଣା ଦ୍ବାର ନିକଟରେ ପ୍ରତୀକ୍ଷାରତ ତିନି ରଥଙ୍କ ମଧ୍ୟରୁ ଦର୍ପଦଳନ ରଥରେ ବିଜେ କରାଇବା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ପହଣ୍ଡି ଓ ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହୋଇଛି। ଏବେ ଝୁଲୁଝୁଲି ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି […] Via The Argus https://theargus.in

ଶ୍ରୀ ବିଗ୍ରହଙ୍କର ଚାଲିଛି ପହଣ୍ଡି ବିଜେ ନୀତି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ହଳଦୀ ମୁହିଁ

ଅର୍ଗସ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆମ୍ଭ ହୋଇଛି। ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି। ଶେଷରେ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ । ତେବେ ମଧ୍ୟାହ୍ଣ ୧୨ଟାରେ ଆରମ୍ଭ ହେବ ରଥଟଣା । ଆଜି ପୁରୀରୁ ପ୍ରବଳ ଖରା ହେଉଛି । ଏହାକୁ ଦୃଷ୍ଟିରେ ରଖି ଶରଧାବାଲିରେ […] Via The Argus https://theargus.in

ଶ୍ରୀମନ୍ଦିରରେ ଅସୁରକ୍ଷିତ ଗର୍ଭଗୃହ, ଏଏସଆଇ ଟିମ୍ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ତଥ୍ୟ

ଅର୍ଗସ ବ୍ୟୁରୋ : ଧିରେ ଧିରେ ବିପଦ ବଳୟ ଭିତରକୁ ଠେଲି ହୋଇଯାଉଛି ବଡ ଦେଉଳ  । ପୁରାଣ ବର୍ଣ୍ଣିତ ସମସ୍ତ କିର୍ତ୍ତିରାଜୀ ସମେତ ଭୋଗମଣ୍ଡପ, ନାଟ ମଣ୍ଡପ, ଗର୍ଭ ଗୃହ ଓ ଜଗମୋହନ ଭଳି ଅନେକ ସ୍ଥାନ ଏବେ ଦୁର୍ବଳ ହେବାରେ ଲାଗିଛି। ଏଭଳି କିଛି ରିପୋର୍ଟ ଯାଞ୍ଚ ବେଳେ ସାମ୍ନାକୁ ଆସିଛି  । ତେବେ ସବୁଠୁ ଗୁରୁତ୍ବ ପୂର୍ଣ୍ଣ କଥା ହେଇଛି ଏ ସବୁ ସ୍ଥାନର ତୁରନ୍ତ ମରାମତି କରାନଗଲେ ଆଗକୁ ବଡ ବିପଦ […] Via The Argus https://theargus.in

ଜୁଲାଇରେ ଜିରୋ ଟଲରାନ୍ସ, ରାଜ୍ୟର ୧୦ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ଲେଖାଏଁ ହେବ ସଟ୍‌ଡାଉନ

ଅର୍ଗସ ବ୍ୟୁରୋ : ଜୁଲାଇ ମାସ ପାଇଁ ଜିରୋ ଟଲରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର। କୋଭିଡ କଟକଣା ନିୟମ ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପ୍ରଭାବିତ 10 ଜିଲ୍ଲାରେ ଜାରି ରହିବ ସପ୍ତାହନ୍ତ ସଟଡାଉନ । ରାତ୍ରୀ 9ଟାରୁ ସକାଳ 5 ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି ଅଗଷ୍ଟ 31 ଯାଏଁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏଥିସହିତ ଜୁଲାଇ ୩୧ ଯାଏଁ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ […] Via The Argus https://theargus.in

ଆଜିଠୁ କାଉଣ୍ଟରରେ ମିଳିବ ମଦ, ସକାଳ 7ରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି

ଅର୍ଗସ ବ୍ୟୁରୋ : ଆଜିଠୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ସକାଳ 7ରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିପରି ମଦ ଦୋକାନୀଙ୍କ ଲାଇସେନ୍ସ ଫି ଛାଡ କରାଯାଇଛି । ବିଦେଶୀ ଦୋକାନୀଙ୍କ ପାଇଁ ଦୁଇ ମାସ ଲାଇସେନ୍ସ ଫି ଛାଡ କରାଯାଇଥିବା ବେଳେ ଦେଶୀ ଦୋକାନୀଙ୍କ ପାଇଁ ତିନି ମାସ ଲାଇସେନ୍ସ ଫି ଛାଡ […] Via The Argus https://theargus.in

ଆଜି ପବିତ୍ର ବାହୁଡ଼ା ଯାତ୍ରା, ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୂରତି

ଅର୍ଗସ ବ୍ୟୁରୋ : ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ।  ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ବାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି ।  ଏହାସହ ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ କର୍ଫ୍ୟୁ କରାଯାଇଛି। ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି  କର୍ଫ୍ୟୁ […] Via The Argus https://theargus.in

ନଭେମ୍ବର ଯାଏଁ 80 କୋଟି ଲୋକଙ୍କୁ ଦିଆଯିବ ମାଗଣା ରାସନ- ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କରୋନାର ସବୁ ନିୟମ ପାଳନ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମୟରେ କହିଛନ୍ତି ଯେ, ଗ୍ରାମର ପ୍ରଧାନ ହେଉ କିମ୍ଵା ଦେଶର ପ୍ରଧାନ କୌଣସି ନିୟମ ଠାରୁ ଉପରେ ନୁହଁନ୍ତି। କରୋନା ବୈଶ୍ଵିକ ମହାମାରୀ ବିରୋଧରେ ଲଢୁ ଲଢୁ ଆମେ ଅନଲକ-2 ଦେଇ ଏବେ ଗତି କରୁଛେ। ଏହା ସହ ଆମେ ଥଣ୍ଡା, ଜ୍ଵର, କାଶ ଯେଉଁ ଋତୁରେ ହୁଏ ସେହି ଋତୁରେ […] Via The Argus https://theargus.in

ବିଶ୍ୱର ଶ୍ରେଷ୍ଠ ଓପନରମାନଙ୍କ ମଧ୍ୟରେ ରୋହିତ ଶର୍ମା ଜଣେ – ଶ୍ରୀକାନ୍ତ

ଅର୍ଗସ ବ୍ୟୁରୋ : ଏକ ଦିବସୀୟ କ୍ରିକେଟ ରୋହିତ ଶର୍ମା ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରିକି ଭାରତୀୟ ଭାବେ ସବୁଠୁ ବେଶି ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି। ସେହିପରି ରୋହିତ ମଧ୍ୟ ଏକଦିବସୀୟ ମ୍ୟାଚରେ ତିନିଥର ଦ୍ବିଶତକ ହାସଲ କରିଛନ୍ତି। ତେବେ ଏ ସବୁକୁ ଦେଖିଲେ ରୋହିତ ବିଶ୍ୱର ଶ୍ରେଷ୍ଠ ଓପନର ବୋଲି ପୂର୍ବତନ ଭାରତୀୟ ଓପନର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ କହିଛନ୍ତି। ଶତକକୁ ବଡ ସ୍କୋରରେ ପରିଣତ କରିବାର କଳା ରୋହିତଙ୍କ […] Via The Argus https://theargus.in

ଡକାୟତି ଯୋଜନା କରୁଥିବା ବେଳେ ତିନି ଡକାୟତଙ୍କୁ ଗିରଫ କଲା ପୋଲିସ

ଭଦ୍ରକ:  ଡକାୟତି ଯୋଜନା କରୁଥିବା ବେଳେ ତିନି ଡକାୟତଙ୍କୁ ଗିରଫ କରିଛି ଟାଉନ ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ ହେବା ସହ ଚାରୋଟି ମୋବାଇଲ ଆଉ ଦୁଇଟି ବାଇକ ମଧ୍ୟ ଜବତ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଡାହାଣୀଗଡ଼ିଆ ନିକଟରେ କିଛି ଡକାୟତ ଏକାଠି ହୋଇ କୌଣସି ସ୍ଥାନରେ ଡକାୟତି କରିବାର ଯୋଜନା କରୁଥିଲେ । ଏହି ଖବର ଟାଉନ ପୋଲିସ ଜାଣିପାରି, ଏହାର […] Via The Argus https://theargus.in

ଭାରତର ବୋଲିଂଗ ବିଭାଗ ଶକ୍ତିଶାଳୀ ହେବାକୁ ହେଲେ ବୁମ୍ରାଙ୍କ ୱାର୍କ ମ୍ୟାନେଜେମେଣ୍ଟ ନିହାତି ଦରକାର – ଭରତ ଅରୁଣ

ଅର୍ଗସ ବ୍ୟୁରୋ : ବର୍ତ୍ତମାନ ଭାରତୀୟ ବୋଲିଙ୍ଗ ଲାଇନର ମେରୁଦଣ୍ଡ କହିଲେ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବୁଝାଏ। ନିଜର ବୋଲିଂଗ ଷ୍ଟାଇଲ ଏବଂ ବିଭିନ୍ନ ପ୍ରକାର ଭେରିଏସନ ଦ୍ୱାରା ବହୁ ବ୍ୟାଟସମାନଙ୍କୁ ହଇରାଣରେ ପକାଇଥାନ୍ତି ବୁମ୍ରା। ତେବେ ଭାରତୀୟ ବୋଲିଂଗର ମେରୁଦଣ୍ଡ କୁହାଯାଉଥିବା ବୁମ୍ରାଙ୍କ ଠିକ ଭାବେ ଯତ୍ନ ନିଆଗଲେ ଏହା ଭାରତୀୟ ଦଳ ପାଇଁ ମଙ୍ଗଳ ହେବ ବୋଲି ଭାରତୀୟ ବୋଲିଂଗ କାଚ ଭରତ ଅରୁଣ କହିଛନ୍ତି। ଗତ କିଛି ବର୍ଷ ହେଲା ଭାରତୀୟ […] Via The Argus https://theargus.in

ବୀରମିତ୍ରପୁରରେ ୧୩ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିବା ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଅର୍ଗସ ବ୍ୟୁରୋ : ବୀରମିତ୍ରପୁରରେ ୧୩ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିବା ଘଟଣାରେ ରାଜ୍ୟ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ଜୋରଦାର ବର୍ଷିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଉପସଭାପତି ପ୍ରଭାତୀ ପରିଡା, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ବିଧାୟକ ଶଙ୍କର ଓରାମ, ବିଜେପି ନେତ୍ରୀ ସୋନାଲି ସାହୁ ଉପସ୍ଥିତ ଥିଲେ । ଏହି ସମୟରେ ବିଜେପି ସରକାରଙ୍କୁ ଟାର୍ଗେଟ […] Via The Argus https://theargus.in

ଜଟିଳ ହେଉଛି ଜୁନ ମାସ, ଚଳିତ ମାସରେ 18 ଜଣଙ୍କ କରୋନାରେ ମୃତ୍ୟୁ

ଅର୍ଗସ ବ୍ୟୁରୋ : ଜଟିଳ ହେଉଛି ଜୁନ ମାସ। ଜୁନ ମାସର 30 ଦିନ ମଧ୍ୟରେ ରାଜ୍ୟରେ 5 ହଜାର 117 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ଚଳିତ ମାସରେ 18 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ସର୍ବମୋଟ କରୋନା ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି। ଯାହାକି ଏବେ ଉଭୟ ରାଜ୍ୟବାସୀ ଓ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ତେବେ ଦେଖିବାକୁ ଗଲେ ଅପ୍ରେଲ ମାସରେ କେବଳ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ […] Via The Argus https://theargus.in

ଶ୍ରୀମନ୍ଦିର ଭିତରେ କୌଣସି ବିପଦ ନାହିଁ: ଏଏସଆଇ

ପୁରୀ:  ଶ୍ରୀ ମନ୍ଦିର ଭିତରେ କୌଣସି ବିପଦ ନାହିଁ । ଏଏସଆଇ ଯାଇ ସ୍ଥିତି ପରଖିଛି । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଉପ ଅଧୀକ୍ଷକ । ଜୁଲାଇ ୨ ସୁଧା ଶେଷ ହେବ ଗର୍ଭ ଗୃହର ସମସ୍ତ ମରାମତି କାର‌୍ୟ୍ୟ । ଯାଞ୍ଚ ପରେ କାମ ଚାଲିଛି । ପୂର୍ତ୍ତ ବିଭାଗ, ଏଏସଆଇ ମିଳିତ ଭାବେ କାମ କରୁଛନ୍ତି । ସ୍ଥିତି ପରଖିବା ପରେ ଶ୍ରୀ ମନ୍ଦିର ଭିତରେ କୌଣସି ବିପଦ ନଥିବା ଏଏସଆଇ ପକ୍ଷରୁ […] Via The Argus https://theargus.in

Get a bumper discount of Rs 35000 on a cheap car from 3 lakh rupees, EMI will not have to be given for three months

If you are thinking of buying a new car in the case of increasing cases of corona virus and unlock, then this can prove to be a great opportunity for you. Actually, in June, Renault is offering huge discounts on the purchase of its cheapest car Renault Kwid. Apart from this, if you buy this car on loan, then you will not have to pay three EMIs of the beginning. Today we are going to tell you about the offers being given on this car. Apart from this, we will also tell you about all its specifications and price. So let’s have a look, What is the offer? If you buy Renault Kwid in the month of June, you will get a discount of up to Rs 35,000. Among these, A cash discount of Rs 10,000, exchange bonus of Rs 15,000 and loyalty benefits of Rs 10,000 are being given. As a corporate discount, you will get a discount of Rs 4,000 on the purchase of this car or a discount of Rs 4,000 on rural customers. On this car, a loan is being given by the company at a...

Mahesh Bhatt’s office worker revealed, Riya Chakraborty used to consult with director about Sushant

Since the death of Sushant Singh Rajput, a wide range of questions have been raised. Sushant had been struggling with depression for a long time. There were also reports of a rift with his alleged girlfriend Riya Chakraborty. Many pictures of Riya Chakraborty and Mahesh Bhatt dominated social media after Sushant’s death. On the other hand, Mukesh Bhatt surprised everyone by saying that he did not feel his mental condition when he met Sushant some time back and he also talked to Mahesh Bhatt about this. Amidst all this, his assistant Suharita Das, who works in Mahesh Bhatt’s office, has made several revelations related to Riya Chakraborty by writing posts on Facebook. According to Suharita Das’s Facebook bio, she works in Mahesh Bhatt and Mukesh Bhatt’s production company Special Films.  On June 14, Suharita wrote a long wide post on Facebook which is now going viral in which she wrote that Riya Chakraborty used to consult Mahesh Bhatt about Sushant Sin...

These 5 rules related to your money will change from July 1, PF advance will not be available, you will have to pay more charge here

In view of the Kovid-19 epidemic, the government has once again pushed forward many deadlines. But, apart from this, there are some rules which will change from 1 July. new Delhi. Amidst the corona virus epidemic, the central government has once again extended several important deadlines from June 30 onwards. This includes deadlines for filing annual income tax refunds for FY 2019, annual deposits in small savings schemes and PAN-Aadhaar linking. However, apart from this, there are many such things which will change from 1 July. In such a situation, if you do not pay attention to them, then you may be at a loss. Let’s know which things related to your money will change from tomorrow. 1. ATM withdrawal charge:Immediately after the lockdown, the central government gave relief from the charge on ATM Withdrawal Charge from the ATM. The Finance Minister said that debit card holders can withdraw cash from any bank’s ATM for three months. They will not have to pay any charge for this. T...

Checkout Air Travel guidelines you need to follow for major states in India

With the upliftment of lockdown, Prime Minister Narendra Modi initiated the Air travel with specific guidelines in the country under Unlock 1.0. The industry faced severe downfall, both in the revenues and performance, but is coping to come back out of the pit of despair. Though each state requires a 7-day self-quarantine period for everyone, many states have added new and separate guidelines, as per the conditions. To help our readers out, here are the air travel guidelines for major states in India. Delhi All travelers entering the state either by air, rail, or bus will now have to stay in 7 days home quarantine period. For international passengers or with mild symptoms, and institutional quarantine period of 7 days is necessary, followed by 7 days under home quarantine. No facility of COVID-19 testing is available at arrival. Downloading the Aarogya Setu app is mandatory. Also Read: Delhi government gives 36 thousand rupees in Ladli’s account, the date of filling the form...

କାଲିଠାରୁ ଅଫଲାଇନରେ ମିଳିବ ମଦ

ଭୁବନେଶ୍ୱର:  ଆସନ୍ତାକାଲିଠାରୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ପୂର୍ବରୁ କେବଳ ଅନଲାଇନରେ ବିକ୍ରି ପାଇଁ ମିଳିଥିଲା ଅନୁମତି । ତେବେ କାଲିଠୁ ଅଫଲାଇନରେ ମଦ ମିଳିବା ନେଇ ଆଜି ସୂଚନା ଦିଆଯାଇଛି । ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟରରେ ମିଳିବ ମଦ । ତେବେ ଅଫଲାଇନ ସକାଳ ୭ରୁ ସନ୍ଧ୍ୟା ୬ ଯାଏଁ ବିକ୍ରି ପାଇଁ ଅନୁମତି ମିଳିଛି । ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ଏହାସହିତ ମଦ […] Via The Argus https://theargus.in

ଅନଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଅନଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ WhatsApp group କରିବେ। ଏହାମାଧ୍ୟମରେ ଅନଲାଇନ କ୍ଲାସ ନେବେ ଅଧ୍ୟାପକ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି । କୋରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରାଇବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ […] Via The Argus https://theargus.in

ଗଞ୍ଜାମ: ଆଜିଠୁ ଛତ୍ରପୁର ଏନଏସି ୬ ଦିନିଆ ସଟଡାଉନ

ବ୍ରହ୍ମପୁର:  ଗଞ୍ଜାମରେ ବଢୁଛି ସଂକ୍ରମଣ । ଆଜିଠୁ ଛତ୍ରପୁର ଏନଏସି ୬ ଦିନିଆ ସଟଡାଉନ । ସେହିପରି କବିସୂର୍ଯ୍ୟନଗର ଏନଏସିରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜିଠୁ ୬ ଦିନିଆ ସଟ ଡାଉନ ଘୋଷଣା ହୋଇଛି । ପୁଣି ହିଂଜିଳିର ୱାର୍ଡ ନମ୍ବର ୬,୧୦,୧୨ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଭଞ୍ଜନଗର ସହର ଏନଏସିର ୬ ଓ ୧୨ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଗଂଜାମ ଆଠଗଡପାଟଣା ଗ୍ରାମ ପଞ୍ଚାୟତ […] Via The Argus https://theargus.in

ଜାମ୍ମୁକାଶ୍ମୀରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ:  ଜାମ୍ମୁକାଶ୍ମୀରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ୪.୦ ରହିଛି । ସକାଳ ୮ଟା ୫୯ ମିନିଟ୍ ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାପୂର୍ବରୁ ୧୪ରୁ ୧୬ ଜୁନ୍ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କେହି ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ମିଳିନାହିଁ । ସୂଚନାନୁସାରେ, କାଟ୍ରାଠାରୁ ୮୪ କିଲୋମିଟର […] Via The Argus https://theargus.in

କୋରୋନା ନେଲା ଆଉ 2 ଜୀବନ

ଭୁବନେଶ୍ୱର: କୋରୋନା ନେଲା ଆଉ 2 ଜୀବନ । ରାଜ୍ୟରେ 25 ଛୁଇଁଲା ମୃତ୍ୟୁ ସଂଖ୍ୟା । ମୃତ 2 ଜଣ ହେଲେ ଗଞ୍ଜାମ ଜିଲ୍ଲାର । ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ 48 ବର୍ଷିୟ ଜଣେ ମହିଳା ହୋଇଥିବାବେଳେ ଅନ୍ୟଜଣେ 39 ବର୍ଷିୟ ମହିଳା  ଯିଏକି ବିଭିନ୍ନ ରୋଗରେ ପିଡିତ ଥିଲେ । ଆଜି ରାଜ୍ୟରେ ପୁଣି ୨୦୬ କୋରୋନୋ ପଜିଟିଭ ଚିହ୍ନଟ ହୋଇଥିଲେ । […] Via The Argus https://theargus.in

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ, ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା

ସୁନ୍ଦରଗଡ:  ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ଟିମ ସୁନ୍ଦରଗଡର ରାଇବଗା ଗସ୍ତ କରିଛନ୍ତି । ଗର୍ଭପାତ ଘଟଣାରେ ପୂର୍ବରୁ ବୀରମିତ୍ରପୁର ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି । ସୂଚନାନୁସାରେ, ଗତ ୨୭ ତାରିଖରେ ଏହି ଘଟଣାକୁ ନେଇ ମାଜିଷ୍ଟ୍ରେଟଙ୍କ ଚାମ୍ବରରେ ନାବାଳିକାର ୧୬୪ […] Via The Argus https://theargus.in

ଆଜି ପୁଣି 206 କୋରୋନୋ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି 206 କୋରୋନୋ ପଜିଟିଭ ଚିହ୍ନଟ । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 192 ଟି କେସ୍‌ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 14 । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଅନୁଗୁଳରୁ 6, ବାଲେଶ୍ୱର 5, ଭଦ୍ରକରୁ 4, ବଲାଙ୍ଗିର 16, ବୌଦ୍ଧ 1, କଟକରୁ 17, ଦେଓଗଡ଼ 15, ଢ଼େଙ୍କାନାଳ 4, ଗଞ୍ଜାମ 3, ଜଗତସିଂହପୁର 17, ଯାଜପୁରରୁ 28, ଝାରସୁଗୁଡା 3, କେନ୍ଦ୍ରାପଡା 4, କେନ୍ଦୁଝରରୁ […] Via The Argus https://theargus.in

ପୁଣି ବନ୍ଦ ହେଲା ୪ଟି ଗେଟ

ସମ୍ୱଲପୁର: ପୁଣି ବନ୍ଦ ହେଲା ୪ଟି ଗେଟ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାରୁ ପର୍ଯ୍ୟାୟକ୍ରମେ ଗେଟ ବନ୍ଦ କରାଯାଉଛି । ଗତ ୨୫ ତାରିଖ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିବାବେଳେ ମୋଟ ୧୫ଟି ଯୋଗେ ଜଳ ନିଷ୍କାସନ ହେଉଥିଲା । ତେବେ ଜଳସ୍ତର ହ୍ରାସ ହେଉଥିବାରୁ ରବିବାର ୩ଟି ଗେଟ ବନ୍ଦ କରାଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ପୁଣି ୪ଟି ଗେଟ ବନ୍ଦ କରାଯାଇଛି । ଆଜି ସକାଳ ସୁଦ୍ଧା ଜଳଭଣ୍ଡାର […] Via The Argus https://theargus.in

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ

ପୁରୀ:  ଆସନ୍ତାକାଲି ବାହୁଡା ଯାତ୍ରା । ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ । ଜନ୍ମବେଦୀରୁ ଲୀଳାଖେଳ ସାରି ଶ୍ରୀମନ୍ଦିର ଫେରିଯିବେ ମହାପ୍ରଭୁ । ଆଜି ସଂଧ୍ୟା ସୁଦ୍ଧା ଚାରମାଳ ବନ୍ଦା ହୋଇ ସେନାପେଟା ଲାଗି କରାଯିବ । ତେବେ ଚଳିତ ବର୍ଷ ନବମୀ ସଂଧ୍ୟା ଦର୍ଶନ ବନ୍ଦ ରହିବ । ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୧୦ଟାରୁ ଦୁଇ ତାରିଖ ରାତି ୧୦ଟା ଯାଏଁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଜାରି ହେବ । […] Via The Argus https://theargus.in

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ୱାଗହମାରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ୱାଗହମାରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କର ପରିଚୟ ମିଳିପାରି ନାହିଁ । ତେବେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଛନ୍ତି । ସୂଚନାନୁସାରେ, ଗତକାଲି ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଂଚଳରେ ୩ ଜଣ ଆତଙ୍କବାଦୀକୁ ନିହତ ହୋଇଥିଲେ । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ମିିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ  […] Via The Argus https://theargus.in

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଉତ୍ତର-ଦକ୍ଷିଣ ଟ୍ରଫ ଲାଇନ ସମୁଦ୍ର ପତ୍ତନଠାରୁ ୨.୧ କିମିରୁ ୩.୧ କିମି ମଧ୍ୟରେ ଉତ୍ତର-ପୂର୍ବ ବିହାର ଠାରୁ ଉତ୍ତର ଉପକୂଳ ଓଡ଼ିଶା ଯାଏଁ ଲମ୍ବିଛି । ଏଥିପାଇଁ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗୋଟେରୁ ଦୁଇଟି ସ୍ଥାନରେ ଏବଂ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ […] Via The Argus https://theargus.in

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ:  ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟା ସମୟରେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଅନଲକ-୧ ଶେଷ ହେବାକୁ ଯାଉଛି । ଜୁଲାଇ ୧ରୁ ୩୧ ଯାଏଁ କେବଳ କଣ୍ଟେଟମେଂଟ ଜୋନରେ ଲକଡାଉନ ପାଳନ କରାଯିବ । ସେପଟେ କେନ୍ଦ୍ର ସରକାର ଭାରତ-ଚାଇନା ବିବାଦକୁ ଦୃଷ୍ଟିରେ ରଖି ଗତକାଲି ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି । ତେଣୁ ଏସବୁ ଭିତରେ […] Via The Argus https://theargus.in

ଗଜପତିରେ ୨୧ ଦିନିଆ କ୍ୱାରେଣ୍ଟିନ

ଗଜପତି: ଗଜପତିରେ ୨୧ ଦିନିଆ କ୍ୱାରେଣ୍ଟିନ । ଏହା ପୂର୍ବରୁ 14 ଦିନିଆ ହୋଇଥିବାବେଳେ ବର୍ତ୍ତମାନ ଏହାକୁ 21 ଦିନିଆ କରାଯାଇଛି । ଅନ୍ୟପଟେ ଗଜପତି ଜିଲ୍ଲା ୩ ଦିନିଆ ସଟଡାଉନର ଆଜି ଦ୍ୱିତୀୟ ଦିନ । ସଟଡାଉନ୍ କଟକଣା ଲାଗୁ ହୋଇଥିବା ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଯାଂଚ କରିବା ସହ ଏବଂ କଟକଣାକୁ ମାନିବାକୁ ଲୋକମାନଙ୍କୁ ସତର୍କ କରୁଛି ପୋଲିସ୍ । କେବଳ କ୍ଷୀର ଓ ଔଷଧ […] Via The Argus https://theargus.in

ରାଜ୍ୟରେ ପୁଣି 245 କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ପୁଣି 245 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 214 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 31 ଜଣ ସ୍ଥାନୀୟ ସଂକ୍ରମଣ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ବାଲେଶ୍ଵରରୁ 2, ବରଗଡ଼ରୁ 10, ଭଦ୍ରକରୁ 2, କଟକରୁ 7, ଢେଙ୍କାନାଳରୁ 3, ଗଜପତିରୁ 7, ଗଞ୍ଜାମରୁ 96, ଜଗତସିଂହପୁରରୁ 9, […] Via The Argus https://theargus.in

ଅନନ୍ତନାଗରେ 3 ଆତଙ୍କୀ ନିପାତ

ଅର୍ଗସ ବ୍ୟୁରୋ : ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାବାହିନୀ ଗୁଳିରେ 3 ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ନିକଟରୁ ଏକେ-47 ରାଇଫଲ ଏବଂ 2ଟି ପିସ୍ତଲ ଜବତ ହୋଇଛି। ତେବେ ଉକ୍ତ ଅଞ୍ଚଳରେ ଏବେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ସୂଚନାନୁଯାୟୀ, ଅନନ୍ତନାଗର ଖୁଲଚୋହର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମିଳିଥିଲା।  ଏହାପରେ ରବିବାର ରାତ୍ର ୧୧ଟାରେ ସୁରକ୍ଷାକର୍ମୀ ଏଠାରେ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ […] Via The Argus https://theargus.in

24-year-old Lance Naik Salim Khan martyred in Ladakh, last time he said this to his mother on phone

Lance Naik Salim Khan (24) hailing from Patiala, Punjab, died in Ladakh. Salim was a resident of Mardanheri village in Patiala and 58 engineers were posted in the regiment. As soon as the family received the news of martyrdom, a wave of mourning raged throughout the village. The body of Lance Nayak Salim Khan was brought to Chandigarh by special army aircraft. From where the convoy was brought to his village Mardanheri by road. Salim Khan’s body was surrendered in the village cemetery after paying full state and military honors and namaz-e-janaza. Earlier, Shaheed’s mother Naseema Begum, sister Sultana and elder brother Niamat Ali saluted Shaheed Salim Khan and paid their obeisance.  Patiala Military Station Commander Brigadier Pratap Singh Ranaut handed over the tricolor flag wrapped on the coffin of the martyr to the martyr’s mother. On this occasion, Bigler of the Indian Army played a melodious tune and the jawans inverted the weapon...

Petrol and diesel prices again fire, know what are the prices today

After increasing the price of petrol and diesel for 21 consecutive days, there was no increase in its price yesterday, i.e. on Sunday. But today again the price of both fuels was increased. However, in the international market, there are no signs of an increase in crude oil prices. Petrol and diesel expensive again in Delhi The price was stable yesterday after the hike in diesel prices for 21 consecutive days. But today the price of both fuels increased again The price of diesel in Delhi has increased by 13 paise and the new price has been increased to Rs 80.53 per liter. Petrol price also increased by 5 paise and its price reached Rs 80.43 New Delhi Diesel-Petrol prices continue to rise today. However, after a continuous increase in petro fuel prices for 21 consecutive days this month, there was no increase in its prices on yesterday, Sunday. But today again the prices of both fuels have increased. On this day, where diesel became expensive by 13 paise, the price of petrol ...

Worst Food For Immunity: Taking these 5 things makes the immune system weak, do away with your diet today!

Worst Food For Immunity: You are adopting ways to increase immunity, but along with this, you are also consuming some things that can weaken your immune system. Foods With Weak Immunity is also a factor. There are some foods that may be the worst foods for immunity. Foods To Avoid Weak Immune System: The race is on to increase immunity worldwide. It is also natural that according to the kind of diseases that are going on, it is necessary to strengthen the immune system . People are looking for remedies to increase immunity and are trying to promote immunity by staying at home. Immunity-boosting remedies (Home Remedies For Increase Immunity) can also be quite effective, but have you ever noticed that you ways to increase immunity (Ways To Increase Immunity) if your are, but at the same time some things Consuming which weaken your immune system(Weak Immune System) can do. Foods With Weak Immunity is also a factor. There are some foods that may be the worst foods for immunity. These...

Big Bollywood stars will be live today at 4.30 pm, will announce big

Disney Plus Hotstar VIP has informed on Twitter that the big actors of the film industry are going to make a big announcement in terms of releasing their films. The way the outbreak of Corona virus is being seen all over the world is becoming a matter of real concern. There have been many new cases of corona virus in India in the last one month, which has made the administration think. The unlock process started after the lockdown. Despite this, cinema halls and malls have been kept closed, taking precautions against the corona virus. In such a situation, many films are ready for release but due to the closure of the cinema hall, they are not being released. In view of this, big celebrities of Bollywood are preparing to make a big announcement. Disney Plus Hotstar VIP has informed on Twitter that the big actors of the film industry are going to make a big announcement in terms of releasing their films. These stars include Akshay Kumar, Ajay Devgan, Abhishek Bachchan, Alia Bhatt a...

Couple had sex while sitting on the back seat of UN’s car, video viral on internet

A video of him having sex on the back seat of a United Nations (UN) vehicle went viral on the Internet. After this, the UN has ordered an inquiry against one of its officers in the whole case. This video is of an Israeli street. In the video that went viral on the internet, a young woman is seen having sex with a young man sitting in the back seat of a car in a red dress. Apart from this, another person is sitting on the front seat. However, more information regarding this video has not been revealed yet. Also Read: PM Kisan Samman Nidhi: Get registration before June 30 for 4000 rupees Some reports that appeared in the media said that the car belongs to the United Nations Truss Supervision Organization (UNTSO). United Nations spokesman Stephen Dujarik said the video surprised and badly upset the U.N. He said, “This behavior is disgusting and the UN staff has acted against what we stand for.” The investigation continues after this video surfaced. Dujarik said that the people...

When Indira Gandhi asked Sam Manakshay-are you going to coup?

Sam Manekshaw, the great hero of the 1971 Indo-Pak War, was an official who could not dare to bite. He had categorically told the then Prime Minister Indira Gandhi that the army is not ready for war now. New Delhi: Sam Manekshaw, the great hero of the 1971 Indo-Pak War, was an official who could not dare to bite. He had categorically told the then Prime Minister Indira Gandhi that the army is not ready for war now. Indira Gandhi then had to give her a few months to prepare. When the Indo-Pak war broke out in December 1971, Manekshaw gifted India the most spectacular military victory ever. Sam Manekshaw received many honours for his heroism. He was awarded the Padma Vibhushan in 1972 before he was awarded the Padma Bhushan. He was given the post of Field Marshal in 1973. On June 27, 2008, Sam Manekshaw said goodbye to the world forever. Sam Manekshaw’s full name was Hormuzji Framdi Jamshedji Manekshaw and was born on April 3, 1914 in Amritsar. Since childhood, his loved ones used...

A day before the wedding, indecent pictures of the bride arrived on the groom’s mobile, created a ruckus

Just a day before the wedding in Varanasi, the bride’s mobile phone created a ruckus when nude pictures of the bride arrived. The groom refused to marry. Due to this, the preparations for the wedding were left behind. The atmosphere of the song music playing in the house changed to Siapé. The elder sister of the bride has filed a lawsuit against a relative of her own. The police is investigating the matter. A girl from Rampur ward of Ramnagar, situated across the Ganges, Varanasi, was married to a young man from Mau. Both were to be married on Sunday, 28 June. Preparations were going on in the house for several days. Many rituals were also completed. There was an atmosphere of song music. Now only Barat was waiting to come. Also Read: Jandhan account holders get overdraft facility of Rs 5000, find out how Meanwhile, some nude photos arrived on the groom’s mobile phone on Saturday evening. The groom was shocked when he saw the pictures. The pictures were of his future wife. He to...

This special shortcut made a comeback on WhatsApp, users were missing for a long time

By the way, WhatsApp users continue to get many new features and in this episode, a feature with animated stickers will also be coming soon. But in the meantime a news has come that you will be happy to hear. Actually, an old feature is back in WhatsApp. However, at present this feature is available only in beta version but will be launched soon for all users. This feature is a camera shortcut. This feature was removed from WhatsApp but now it has been added to it again. Recently Messenger Rooms removed the shortcut to add, but now these two shortcuts have become available simultaneously. As per WABetainfo report, this camera shortcut icon is coming in beta version 2.20.194.11. After this, the long-standing need of the users will be fulfilled. Also Read: Woman bank worker beat up by policeman, Finance Minister said – no one is allowed to harm bank workers With the return of this feature, video calling with chatting will be easy for the user. With this help, users will be able to...

CJI SA Bobde went on morning walk, Harley Davidson became biker

Chief Justice of India’s Supreme Court Sharad Arvind Bobde (CJI SA Bobde) was seen riding a Harley Davidson bike on Sunday. His pictures taken with the bike are becoming viral on social media. Nagpur. A picture of the Chief Justice of India SA Bobde is becoming increasingly viral on social media. CJI SA Bobde, who always occupies the highest position of the Supreme Court in black court, is seen sitting in a magnificent bike of Harley Davidson in track pants and T-shirt. In the Corona epidemic, the CJI is currently hearing important cases coming to the Supreme Court from his home in Nagpur. When he went out on a walk on Sunday morning, he got his eye on a Harley Davidson bike. What was there. He held the bike handle. During this time, people present took their photo, which is becoming very viral on social media. Also Read: FD Interest Rate: These banks are offering more than 9 percent interest rate on FD Coronavirus in India cases are increasing continuously in the country. In s...

WhatsApp support will be available in these feature phones, the price is extremely low

New Delhi, Tech Desk. Often people use smartphones for social media platforms. But some people like to have a feature phone along with a smartphone. In such a situation, if you get WhatsApp support in the feature phone too, then the style of the feature phone will change. Also, some elderly people who have trouble running smartphones but want to stay connected with their loved ones using WhatsApp, then feature phones are available in the market for them. Here we are going to tell you about those feature phones in which you will get WhatsApp support. The special thing is that the price of these phones is less than Rs 6,000. JioPhone 2: JioPhone 2 can be a better option if you want to use WhatsApp in a feature phone. The price of this phone is Rs 2,999 and with this you will also get unlimited voice calling facility. This phone will get 2000mAh battery and it works on KAI OS. It has a 2.40 inch display. In addition, users will also get 512MB RAM. The phone will get a 2MP primary cam...

ଆଜି ସନ୍ଧ୍ୟାରେ ଲାଇଭରେ ଆସିବେ ବଲିଉଡର ବଡ଼ କଳାକାର, ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଛି। ଗତ ଏକ ମାସ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯାହା ପ୍ରଶାସନକୁ ଚିନ୍ତାରେ ପକାଇଛି। ଲକଡାଉନ୍ ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲା ପରେ ସଂକ୍ରମଣ ସଂଖ୍ୟା ଆହୁରି ଅଧିକ ବଢିଥିବା ଦେଖା ଦେଇଛି। ଏହା ସତ୍ତ୍ୱେ କରୋନା ପ୍ରତି ସତର୍କତା ଅବଲମ୍ବନ କରି ସିନେମା ହଲ୍ ଏବଂ ବଡ଼ ବଡ଼ ମଲ୍ ଗୁଡିକ ଏବେ ବି […] Via The Argus https://theargus.in

ଆସାମରେ 23 ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି, 10 ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ : ଦେଶରେ ମୌସୁମୀ ସକ୍ରିୟ ଯୋଗୁଁ ଅନେକ ରାଜ୍ୟରେ ବର୍ଷା ହେଉଛି। ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମର 23 ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ଦେଖା ଦେଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅନୁଯାୟୀ ବନ୍ୟା ଯୋଗୁଁ ଅନେକ ଲୋକେ ପ୍ରଭାବିତ ହେବା ସହ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଛି।  ଆସାମର […] Via The Argus https://theargus.in

Non Chinese Smartphones: Samsung and Nokia’s top smartphones under 15000, see list

non chinese smartphones, cheapest available smartphones in india, non chinese mobile brands: 15 thousand budget, then in this price segment you will find smartphones of Samsung and Nokia brands. non chinese smartphones under 15000, made in india smartphones, non chinese mobile brands: After the  Indo-China border dispute, demand for boycott chinese products is rising, so if you also own a new non-Chinese smartphone (make in india) smartphones) are planning to buy and the budget is up to 15 thousand rupees, then we will give you information about some of the top smartphones of Samsung and Nokia coming in this price segment. Samsung Galaxy M21 Price in India The Samsung M21’s 4 GB RAM / 64 GB storage variant costs Rs 14,499. At the same time, the price of 6 GB RAM / 128 GB variants of this Samsung Mobile is Rs 16,499. With this price, this Samsung smartphone is listed on the company’s official site. Samsung Galaxy M21 Features Talking about some important features of...

Read the biggest update on CBSE exam, JEE Main, NEET and ICAI CA Exam 2020

There are still many questions in the minds of students regarding the examinations of CBSE, NEET, JEE and CA. Learn the latest updates on these exams here. New Delhi: Due to Corona crisis, all educational institutions in the country are closed and decision is still to be taken on many examinations. Following the direction of the Ministry of Human Resources, UGC has also issued guidelines for all educational institutions. This week, important decisions were taken on some important examinations. This includes CBSE, ICSE examination, Delhi University Open Book Exam etc. CBSE, ICSE Board Exams Canceled: After the petition filed by the campaign and parents on social media, CBSE has decided not to conduct the 10th and 12th examinations. On June 27, the Supreme Court also approved this decision of CBSE. CBSE will probably release the result of the exam by 15 July. The result will be released on the basis of internal assessment. CBSE examinations are scheduled to be held from July 1 to ...

ବ୍ରହ୍ମପୁରରେ କୋଭିଡ ଯୋଦ୍ଧାଙ୍କ ପ୍ରତି ବଢୁଛି ବିପଦ, 11 ଦିନ ଭିତରେ 129 ଯୋଦ୍ଧା କୋରୋନାରେ ଆକ୍ରାନ୍ତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବିଗୁଡ଼ୁଛି କରୋନା ସ୍ଥିତି। ଗତ 11 ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ଆଗ ଧାଡିର କୋରୋନା ଯୋଧ୍ୟାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା 129। ଏହି ସଂଖ୍ୟା ଭିତରେ କେବଳ ପୋଲିସ ସଂଖ୍ୟା 29 । ଜିଲ୍ଲାର ଆସିକା, ସେରଗଡ଼, ଛତ୍ରପୁର ଏବଂ ବ୍ରହ୍ମପୁରର ସଦର ଥାନାର ପୋଲିସ କର୍ମଚାରୀଙ୍କ ଠାରେ କୋରୋନା ଆକ୍ରାନ୍ତ କରିଛି । ବ୍ରହ୍ମପୁର ସଦର ଥାନାକୁ ବ୍ୟାରିକେଟ ନିର୍ମାଣ କରି ଜନ ସାଧାରଣଙ୍କୁ ଯିବାକୁ ବାରଣ […] Via The Argus https://theargus.in

କରୋନା ସଂକ୍ରମଣ ମାମଲାରେ ଚୀନର ନିକଟତର ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ଦଶ ଦିନ ମଧ୍ୟରେ, ଦିଲ୍ଲୀରେ ସଂକ୍ରମଣ ପରୀକ୍ଷା ବୃଦ୍ଧି କରାଯାଇଥିବାରୁ ପ୍ରତିଦିନ ତିନି ହଜାରରୁ ଅଧିକ ମାମଲା ଚିହ୍ନଟ କରାଯାଉଛି। ପରିସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଚାଇନାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହ ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ମିଶି ଯାଉଛି। ରବିବାର ରାତିରେ ପ୍ରକାଶିତ ଦିଲ୍ଲୀ ସରକାରଙ୍କ ମେଡିକାଲ ବୁଲେଟିନ୍ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ମୋଟ 83077 […] Via The Argus https://theargus.in

ରଥଯାତ୍ରା ଷଡଯନ୍ତ୍ର ମାମଲା, ଓଡିଶା ବିକାଶ ପରିଷଦ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ

ଅର୍ଗସ ବ୍ୟୁରୋ : ପୁଣି ଉଠିଲା ରଥଯାତ୍ରା ଷଡଯନ୍ତ୍ର ମାମଲା । ଓଡିଶା ବିକାଶ ପରିଷଦ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଲଢିବାକୁ ଦେଶର ବଡ ବଡ ଓକିଲଙ୍କୁ ନିଯୁକ୍ତ କରିବା ପାଇଁ ଓଡିଶା ବିକାଶ ପରିଷଦ ଅର୍ଥ କେଉଁଠୁ ପାଇଲା ? ପରିଷଦ ଏତେ ନାମୀଦାମୀ ଓକିଲଙ୍କୁ କେସ ଦେବା ପଛରେ କିଏ କିଏ ଅଛନ୍ତି ? ଏହା ତଦନ୍ତ ହେବା […] Via The Argus https://theargus.in

ଏତଲା ପରେ ବି ମନ୍ତ୍ରୀଙ୍କ ଝିଅ ବୋଲି ଭାଙ୍ଗିନି ଅହଙ୍କାର, ନିରାଶ ଓ ହତାଶ ବ୍ୟକ୍ତି ଆଇନ ଉଲ୍ଲଘଂନ ହେଉଥିବା କଥା କହୁଛନ୍ତି ଟ୍ୱିଟ କରି କହିଲେ ଦୀପାଳୀ

ଅର୍ଗସ ବ୍ୟୁରୋ : କୋଭିଡ 19 ଗାଇଡଲାଇନ ନମାନି ଡିଆରଡିଏ ହଲରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପଳୀ ଦାସ କାର୍ଯ୍ୟକ୍ରମ କରିଥିଲେ । ଫଳରେ କୋଭିଡ 19 ମାଜିଷ୍ଟ୍ରେଟ ଥାନାରେ ଦିପାଲୀ ଦାସଙ୍କ ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ତେବେ ଏତଲା ପରେ ଦୀପାଳୀଙ୍କ ଭାଙ୍ଗିନି ଅହଙ୍କାର। ମନ୍ତ୍ରୀଙ୍କ ଝିଅ ବୋଲି ସ୍ପଷ୍ଟ ରୂପେ ବାରି ହୋଇପଡୁଛି ଅହଙ୍କାର। ଦୀପାଳୀ ନିଜ ଟ୍ୱିଟ ପେଜରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କିଛି ନିରାଶ […] Via The Argus https://theargus.in

ରାଜ୍ୟରେ ଆଜି ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ବର:  ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର-ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରଫ ଲାଇନ ସମୁଦ୍ର ପତନ ଠାରୁ ୩.୧ କିମି ଉପରେ ରହିଛି । ଏହାର ପ୍ରଭାବରେ ଆଜି ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ କନ୍ଧମାଳ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା […] Via The Argus https://theargus.in

ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା

ପୁରୀ:  ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଶ୍ରୀମନ୍ଦିରେ ବାହୁଡିବେ ଶ୍ରୀଜିଉ । ଆରମ୍ଭ ହୋଇଛି ସେଥିପାଇଁ ପ୍ରସ୍ତୁତି । ଗତକାଲି ତିନି ରଥ ଦକ୍ଷିଣ ମୋଡ଼ ନେଇଥିବାବେଳେ ଆଜି ସଂଧ୍ୟା ଦର୍ଶନ । କିନ୍ତୁ କୋଭିଡ-୧୯ କଟକଣା ପାଇଁ ଚଳିତ ବର୍ଷ ଗୁଣ୍ଡିଚା ମନ୍ଦିରରେ ନବମୀ ସଂଧ୍ୟା ଦର୍ଶନ ବନ୍ଦ ରହିବ । କେବଳ ଦୈନଦିନ ନୀତିକାନ୍ତି ହେବ । ଗତକାଲି ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସରିବା ପରେ ଘଣ୍ଟ ଘଣ୍ଟା, […] Via The Argus https://theargus.in

ଆସିଲା କରୋନା ସଂକ୍ରମଣର ଆଉ ୩ ଲକ୍ଷଣ, ତରଳ ଝାଡ଼ା ହୋଇପାରେ କୋଭିଡ-19ର ସଂକେତ

 ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନିକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାସହ ନୂଆ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ ସ୍ୱାଦ ବାରିବା ଓ ଶୁଙ୍ଘିବାରେ ଅସୁବିଧା ହେବାକୁ କରୋନା ଲକ୍ଷ୍ୟଣ ଲିଷ୍ଟରେ ଯୋଡ଼ାଯାଇଥିଲା । ଏବେ ପୁଣି 3ଟି ଲକ୍ଷଣ ଏଥିରେ ଯୋଡ଼ିହୋଇଛି । ଆମେରିକାର ‘ଦ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌’ (ସିଡିସି) କରୋନା ଭାଇରସ୍‌ର 3ଟି ଅନ୍ୟ ଳକ୍ଷଣ ସମ୍ପର୍କରେ ସୂଚନା ଦେଇଛି । […] Via The Argus https://theargus.in

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ! ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ

ନୂଆଦିଲ୍ଲୀ: ବର୍ଷା ହେଲେ କ୍ରିକେଟ ମ୍ୟାଚ ବାତିଲ ହୋଇଯାଏ । ଏହାସହ ବେଳେ ବେଳେ ଡିଏଲ ମେଥଡ ଅନୁସାରେ ମ୍ୟାଚର ଫଳାଫଳ ଓ ବିଜେତା ଟିମ୍‌ ନିର୍ଣ୍ଣୟ କରାଯାଏ । କିନ୍ତୁ ଏବେ ଆଉ ପ୍ରାୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିବନି । ଭାରତରେ ଏବେ ଏଭଳି ଏକ ହାଇଟେକ୍‌ ଷ୍ଟାଡିୟମ୍‌ ନିର୍ମାଣ ହେବାକୁ ଯାଉଛି । ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ । ଏହି ଷ୍ଟାଡିୟମ ପଞ୍ଜାବର ଚଣ୍ଡୀଗଡ଼ […] Via The Argus https://theargus.in

ଅନ୍‌ଲାଇନ୍‌ ଗେମ୍‌ରୁ ଆକାଉଣ୍ଟ ହ୍ୟାକ୍‌: ‘ଡେୟାର’ କମ୍ପ୍ଲିଟ୍‌ ପାଇଁ ୧୦ ଲକ୍ଷ ଲୁଟ !

ଲକ୍ଷ୍ନୌ:  ଅନଲାଇନ୍‌ ଗେମରେ ଡେୟାର କମ୍ପ୍ଲିଟ ପାଇଁ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ କରିଦେଲା ଜଣେ 20 ବର୍ଷୀୟ ଯୁବକ । ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ସହ 10 ଲକ୍ଷ ଟଙ୍କା ଉଠାଇ ନେଇଛି ଯୁବକ । ଏଭଳି ଏକ ଘଟଣାର ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ଶିକ୍ଷକ ହିରିବଂଶ ଲାଲ ଶ୍ରୀବାସ୍ତବ ବିଳାରିୟାଗଞ୍ଜ ପୋଲିସ ଷ୍ଟେସନରେ ଏନେଇ ଏକ ଏତଲା ଦେଇଥିଲେ । ନିଜ ଏତଲାରେ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ, ତାଙ୍କ ଆକାଉଣ୍ଟରୁ […] Via The Argus https://theargus.in

ରାଜ୍ୟରେ ଆଉ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେଆଜି ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩ ଥିବା ବେଳେ ୨୯ ସୁସ୍ଥଙ୍କ ସହ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା । ସେହିପରି କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ ୬, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ନୟାଗଡରୁ ୩, ପୁରୀରୁ ୩ ଜଣ ସୁସ୍ଥ ହୋଇଛନ୍ତି । ବୌଦ୍ଧ, ବରଗଡ, ଝାରସୁଗୁଡା, କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା […] Via The Argus https://theargus.in

ଗଣମାଧ୍ୟମ ପାଇଁ ପୁରୀରେ ସ୍ୱତନ୍ତ୍ର କର୍ଫ୍ୟୁ ପାସ୍, ବାହୁଡା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କରିପାରିବେ ସୁଟିଂ

ପୁରୀ: ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । କରୋନା ସଂକ୍ରମଣ ଯେମିତି ନବ୍ୟାପେ ସେନେଇ ବିଭିନ୍ନ ପଦକ୍ଷେପ ନେଉଛି ପୁରୀ ପ୍ରଶାସନ । ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେକୁ ଲକ୍ଷ୍ୟରେ ରଖି ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି । Visual Media representatives of Puri can apply […] Via The Argus https://theargus.in

ପୂର୍ବ ତଟ ରେଳପଥ ଦେଇ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରିଛନ୍ତି ତିନି ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର:  କରୋନା ସଂକ୍ରମଣ ସମୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ ଓ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସେବା ଚଳିତ ବର୍ଷ ମେ ପହିଲାରୁ ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା କାର୍ଯ୍ୟ 24 ଜୁନ, 2020 ସୁଦ୍ଧା  ସମାପ୍ତ ହୋଇଯିବାର ଥିଲା  । ପୂର୍ବ ତଟ ରେଳପଥରେ ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରାୟ ସମାପ୍ତ […] Via The Argus https://theargus.in

ଭୁବନେଶ୍ୱରରେ ଆଜି ଆଉ 6 ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି  ଆଉ 6 ପଜିଟିଭ ଚିହ୍ନଟ । ସେଥି ମଧ୍ୟରୁ 3ଟି ହୋମ୍‌ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 3ଟି ଲୋକାଲ କେସ ରହିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହୋମ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା 3ଟି କେସ ମଧ୍ୟରୁ ଗୋଟିଏ ଡୁମଡୁମାରୁ ଗୋଟିଏ 25 ବର୍ଷିୟ ପୁରୁଷ, ନୟାପଲ୍ଲୀ ଅଞ୍ଚଳରୁ ଜଣେ 41 ବର୍ଷିୟ ପୁରୁଷ, ବାପୁଜୀ ନଗରରୁ ଗୋଟିଏ 38 ବର୍ଷିୟ […] Via The Argus https://theargus.in

ଶାହଙ୍କ ଟାର୍ଗେଟ୍‌ରେ ରାହୁଲ ଓ ସିସୋଦିଆ

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ଲକ୍ଷରେ ପହଞ୍ଚିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ  । ଏହାକୁ ଖଣ୍ଡନ କରିଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୋଟିଏ ପଟେ ଚୀନ୍ ସହ ତିକ୍ତତା ଜାରି ରହିଥିବା ବେଳେ ଅନ୍ୟ ପଟେ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ବାକ ଯୁଦ୍ଧ ଜାରି ରହିଛି । ଜୁନ୍ ମାସର ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ […] Via The Argus https://theargus.in

ଦିଲ୍ଲୀରେ କୋରୋନା ମୁକାବିଲା ସମୟରେ ପଙ୍ଗପାଳ ଭୟ, ଆଡଭାଇଜରି ଜାରି କରିଲେ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ପଙ୍ଗପାଳ ଆକ୍ରମଣର ବିପଦ ଦେଖାଦେଇଛି । ଶନିବାର ଅନେକ ସଂଖ୍ୟାରେ ପଙ୍ଗପାଳ ଗୁଡ଼ଗାଁଓରେ ଦେଖା ଦେଇଥିବାବେଳେ ଦିଲ୍ଲୀରେ ଏହାର ବିପଦକୁ ଦୃଷ୍ଟିରେ ରଖି ସରକାର ଏକ ଜରୁରୀ ବୈଠକ ଡାକିଥିଲେ । ବୈଠକରେ ସରକାର ଏକ ପରାମର୍ଶଦାତା ବା ଆଡଭାଇଜରି ଜାରି କରିଛନ୍ତି । ଦିଲ୍ଲୀର ସମସ୍ତ ଜିଲ୍ଲାର ଡିଏମ୍ ମାନଙ୍କୁ ହାଇ ଆଲର୍ଟ ରହିବାକୁ କୁହାଯାଇଛି ଏବଂ ଅଗ୍ନିଶମ ବିଭାଗ ସହ […] Via The Argus https://theargus.in

ସ୍କୁଲ ଛାତ୍ରକୁ ଖାଇଗଲା କୁମ୍ଭୀର

ମାଲକାନଗିରି:  ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଘଟିଛି ଏକ ଅଭାବନୀୟ ଘଟଣା । କୁମ୍ଭୀର ଖାଇଗଲା ସ୍କୁଲ ଛାତ୍ରକୁ । ସୂଚନାନୁସାରେ, ଚିତ୍ରକୋଣ୍ଡା ଝୋଲା ଗୁଡା ଅପରେଟ କଲୋନୀ କୈଳାସ ମାଝୀ ଓ ଅଜୟ ଖରା ନିକଟରେ ଥିବା ଜଳଭଣ୍ଡାର ଲିଙ୍କ ଜଳାଶୟକୁ ଗାଧେଇବାକୁ ଯାଇଥିଲେ । ଏହି ସମୟରେ କୈଳାଶ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି ପରେ କୁମ୍ଭୀର ଯୁବକଙ୍କୁ ଟାଣି ନେଇଥିବା ଜାଣିବାକୁ ପାଇଥିଲେ । ଆଜି ସକାଳ କୈଳାସ […] Via The Argus https://theargus.in

‘ମନ୍‌ କି ବାତ୍‌’: ଭାରତ-ଚାଇନା ସୀମା ବିବାଦ ଓ କରୋନା କଟକଣା ସ୍ଥିତି ନେଇ ମନର କଥା କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୬୬ତମ ସଂସ୍କରଣ । ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାରଙ୍କୁ ସଲାମ କଲେ ମୋଦି । ଏହାସହ କହିଲେ ସୀମା ସୁରକ୍ଷାରେ ସାଲିସ କରାଯିବ ନାହିଁ । ଭାରତ ଉପରେ ନଜର ପକାଇଲେ କଡ଼ା ଜବାବ ଦିଆଯିବ । ଏହାସହ କହିଛନ୍ତି ଯେ, ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ, ଆଉ ଜବାବ୍ ଦେବା […] Via The Argus https://theargus.in

ରାଜ୍ୟରେ କୋରୋନା ନେଲା ଆଉ ତିନି ଜୀବନ

ଭୁବନେଶ୍ୱର: ରାଜ୍ୟରେ କୋରୋନା ନେଲା ଆଉ ତିନି ଜୀବନ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ 75 ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଗଞ୍ଜାମର ହୋଇଥିବା ଜଣାପଡ଼ିଛି । ଏହାସହ ସେ ଉଚ୍ଚ ରକ୍ତ ଚାପ ଓ ଡାଇବେଟିସ ରୋଗରେ ପିଡିତ ଥିଲେ । ସେପଟେ କଟକର ଜଣେ 65 ବର୍ଷିୟ ବୃଦ୍ଧଙ୍କର କୋରୋନାରେ ମୃତ୍ୟୁ ଘଟିଛି । […] Via The Argus https://theargus.in

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି:  ସାରା ଦେଶରେ କୋରୋନା କଟକଣା ଲାଗି ରହିଥିବା ବେଳେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଂଚଳର ଗୋରାସେତୁ ଠାରେ ଶହ ଶହ ଆଦିବାସୀ ଏକତ୍ରିତ ହୋଇଛନ୍ତି । ଦୁଇ ଦଫା ଦାବି ନେଇ ତିନୋଟି ପଞ୍ଚାୟତର ଶତାଧିକ ଲୋକ ପ୍ରଶାସନ ବିରୋଧରେ ମୁହଁ ଖୋଲିଛନ୍ତି । ତିନି ମାସ ହେଲା ସ୍ଵାଭିମାନ ଅଂଚଳରେ ଲଞ୍ଚ ସେବା ବନ୍ଦ ରହିଥିବାବେଳେ ଲୋକେ ଏବେ ପାଣି ଘେରରେ ବନ୍ଦୀ ଜୀବନ ବିତାଉଛନ୍ତି । ସାରା ଦେଶରେ […] Via The Argus https://theargus.in

ଆଇଆଇସିଙ୍କୁ କୋରୋନା

କଟକ:  ଥାନାର ଆଇଆଇସିଙ୍କୁ କୋରୋନା  । ଆଇଆଇସି କୋରୋନା ପଜିଟିଭ୍ ଚିହ୍ନଟ ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ୍ ଅଧୀନ ବଡ଼ମ୍ବା ଥାନା କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି । ସୂଚନାନୁସାରେ, ଆଇଆଇସିଙ୍କୁ ଜ୍ୱର ହେଉଥିବା କାରଣରୁ ତାଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ଏହାପରେ ଆଇଆଇସିଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ […] Via The Argus https://theargus.in

ରାଜ୍ୟରେ ପୁଣି ନୂଆ 264 କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ନୂଆ 264 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ସେଥି ମଧ୍ୟରୁ 234 କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 30ଟି ଲୋକାଲ କେସ ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା 15, ଝାରସୁଗୁଡାରୁ 18, କୋରାପୁଟ 1, ଯାଜପୁରରୁ 41, କେନ୍ଦୁଝର 25, ମାଲକାନଗିରି 2, ଭଦ୍ରକ 1, କନ୍ଧମାଳ 1, ବରଗଡ଼ 18, ନୂଆପଡାରୁ 1, […] Via The Argus https://theargus.in

ଶିକ୍ଷକଙ୍କ ଶିଶୁ ଶ୍ରମିକଙ୍କୁ କାମରେ ଲଗାଇବା ଘଟଣା

ମାଲକାନଗିରି:  ଶିକ୍ଷକଙ୍କ ଶିଶୁ ଶ୍ରମିକଙ୍କୁ କାମରେ ଲଗାଇବା ଘଟଣା । ଶିଶୁ ସୁରକ୍ଷା ଓ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅସ୍ପଷ୍ଟ । ସପ୍ତାହକ ବିତିଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍ । ସୂଚନାନୁସାରେ,  ଗତ ସପ୍ତାହରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମଠାରେ ନିଜର ହିତାହିତ ଜ୍ଞାନ ଭୁଲି ଜଣେ ବରିଷ୍ଠ ଶିକ୍ଷକ ନିଜର ଦୁଇ ମହଲା ବିଶିଷ୍ଟ ଘର ଛାତ ଉପରେ ଦୁଇ କୁନିକୁନି ଶିଶୁଙ୍କୁ କାମରେ ଲଗାଇ ଥିଲେ । ଉଦୁଉଦିଆ ଖରାବେଳେ […] Via The Argus https://theargus.in

ଜୁଲାଇ ୯ରୁ ବିପିୟୁଟି ଅନଲାଇନ ପରୀକ୍ଷା, ଘରେ ରହି ୨ଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଅନଲାଇନରେ ହେବ ବିପିୟୁଟି ପରୀକ୍ଷା । ଜୁଲାଇ ୯ରୁ ଅନଲାଇନ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୪ଟା ଯାଏଁ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି । […] Via The Argus https://theargus.in

ଗଜପତିରେ ଆଜିଠାରୁ ତିନି ଦିନିଆ ସଟ୍‌ଡାଉନ୍‌

ଗଜପତି:  ଗଜପତିରେ ଆଜିଠାରୁ ତିନି ଦିନିଆ ସଟ୍‌ଡାଉନ୍‌ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଗଜପତିରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୪୨୭ରେ ପହଞ୍ଚିଛି ଆଜି ଠାରୁ ୩୦ ତାରିଖ ପର‌୍ୟ୍ୟନ୍ତ ଜିଲ୍ଲାର ଗୋଷାଣି, ଗୁମ୍ମା ବ୍ଲକ କାଶିନଗର ବ୍ଳକର ରାଣିପେଣ୍ଠ ପଞ୍ଚାୟତ ସମେତ ପାରଳାଖେମୁଣ୍ଡି ସହରରେ ସଟଡାଉନ ଘୋଷଣା କରିଛନ୍ତି । ଯାହାକୁ ନେଇ ସଟଡାଉନ ଘୋଷିତ ଅଞ୍ଚଳରେ ପୋଲିସ କଡାକଡି ପହରା ଦେଉଥିବା ବେଳେ ଘରୋୟୀ […] Via The Argus https://theargus.in

ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ

ପୁରୀ: ଗତକାଲି ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ । ରଥତ୍ରୟ ଗୁଣ୍ଡିଚାଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ । ଏଣୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି । ରଥ ଚାଳନାରେ ଏହା ସହଯୋଗ ହେବ । ଆଜି ସକାଳଧୂପ ପରେ ଠାକୁରଙ୍କ […] Via The Argus https://theargus.in

ଦୁଇ ନାବାଳକ ପୁଅକୁ କବାଟ ବନ୍ଦ କରି ମା’କୁ ଦୁଷ୍କର୍ମ କଲା ଶିକ୍ଷକ

କଟକ: ଦୁଇ ନାବାଳକ ପୁଅକୁ କବାଟ ବନ୍ଦ କରି ମାଆକୁ ଦୁଷ୍କର୍ମ କଲା ଶିକ୍ଷକ । କଟକ ମାହାଙ୍ଗାରେ ଘଟି ଯାଇଛି ଏଭଳି ଏକ ଲଜ୍ଜା ଜନକ ଘଟଣା। ଏମିତି ଘଟଣା ଘଟାଇଛନ୍ତି ସେହି ଗ୍ରାମର ଜଣେ ବ୍ୟକ୍ତି ଯିଏକି କୋରାପୁଟ ଜିଲ୍ଲାରେ ଜଣେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟରତ । ଜଣେ ସରକାରୀ ଶିକ୍ଷକ ଲକ ଡାଉନ ସମୟରେ ଗାଁରେ ରହୁଥିବା ବେଳେ ଜଣେ ସମ୍ପର୍କୀୟ ମାଇଁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା […] Via The Argus https://theargus.in

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କଟକ ମୁଣ୍ଡଳି ବ୍ୟାରେଜ ମହାନଦୀରେ ପ୍ରବାହିତ

କଟକ: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜ ମହାନଦୀରେ ପ୍ରବାହିତ ହୋଇଛି । ଗତକାଲି ମଧ୍ୟ ରାତିରୁ ଏହି ବନ୍ୟା ଜଳ ପ୍ରବାହିତ ହେଉଥିବାର ସୂଚନା ମିଳିଛି । ତେବେ ରବିବାର ସକାଳ ୬ଟା ସୁଦ୍ଧା ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି । ଶନିବାର ଦିନ ହୀରାକୁଦର ୧୫ ଗେଟ୍ ଖୋଲାଯିବା ପରେ ମୁଣ୍ଡଳୀରେ ପହଞ୍ଚିଛି ଏହି ବନ୍ୟାଜଳ । ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦, […] Via The Argus https://theargus.in

୨୪ ଘଣ୍ଟାରେ ୧୮ ହଜାର ୫୫୨ କେସ

ନୂଆଦିଲ୍ଲୀ:  ସାରା ବିଶ୍ୱରେ କୋରୋନା କରାଳ । କୋଟିଏ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୭୪ ହଜାରକୁ ବୃଦ୍ଧି ପାଇଛି । ଏହାସହ ସଂକ୍ରମଣରେ ୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ସେପଟେ ଭାରତରେ ୫ ଲକ୍ଷ ଟପିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ରେକର୍ଡ ୧୮ ହଜାର ୫୫୨ କେସ । ମୃତ୍ୟୁ ହୋଇଛି ୩୮୪ ଜଣଙ୍କର ଏହାକୁ ମିଶାଇ ମୋଟ ମୃତ୍ୟୁ […] Via The Argus https://theargus.in

ଆଜି ଦିନ ୧୧ଟାରେ ‘ମନ କି ବାତ୍’ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର:  ଆଜି ଦିନ ୧୧ଟାରେ ‘ମନ କି ବାତ୍’ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମର ଏହା ହେଉଛି ୬୬ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦୀ ମନକୀ ବାତ କାର୍ଯ୍ୟକ୍ରମ ଜରିଆରେ ଜୁନ ୩୦ ଅନଲକ ୦.୧ ଶେଷ ହେବା ପରେ କ’ଣ କରାଯିବ, ସେନେଇ ସୂଚନା ପ୍ରଦାନ କରିପାରନ୍ତି । କୋରୋନା ଭାଇରସ ମହାମାରୀ କାରଣରୁ ଏବେ ଦେଶରେ ୫ଟି ପର୍ଯ୍ୟାୟରେ ଶେଷ ହେବା ପରେ ଅନଲକ ହୋଇଛି […] Via The Argus https://theargus.in

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବ ବିଗ୍ ବସର 14 ତମ ସଂସ୍କରଣ

ଅର୍ଗସ ବ୍ୟୁରୋ : ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ସିରିଏଲ ବିଗ୍ ବସର 14 ତମ ସଂସ୍କରଣ ପାଖାପାଖି ଗୋଟିଏ ମାସ ବିଳମ୍ବରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ସୋକୁ ପ୍ରସ୍ତୁତି କରିବା ନିମନ୍ତେ ଲାଗିପଡିଛନ୍ତି ପ୍ରଡକ୍ସନ ହାଉସ। ଏହି ସୋରେ ଭାଗ ନେବାକୁ 30 ଜଣ ଅଂଶଗ୍ରହଣକାରୀ ବଛା ହୋଇଛନ୍ତି। ସେଥି ମଧ୍ୟରୁ 16 ଜଣ ଏଥିରେ ଭାଗ ନେବେ। 16 ଜଣଙ୍କ ମଧ୍ୟରୁ 13 ଜଣ ସେଲିବ୍ରେଟି ଏବଂ ତିନି ଜଣ ସାଧାରଣ […] Via The Argus https://theargus.in

ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଆର୍ଚର ଦୀପିକା କୁମାରୀ ଓ ଆର୍ଚର ଅତନୁ ଦାସ

ଅର୍ଗସ ବ୍ୟୁରୋ : ଜୁଲାଇ 2 ତାରିଖରେ ଭାରତୀୟ ଆର୍ଚର ଦୀପିକା କୁମାରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଆର୍ଚର ଅତନୁ ଦାସ। ପୂର୍ବରୁ ଉଭୟେ ସେମାନଙ୍କ ବିବାହ ଟୋକିଓ ଅଲମ୍ପିକ ପରେ କରିବାକୁ ଯୋଜନା କରିଥିଲେ କିନ୍ତୁ ଟୋକିଓ ଅଲମ୍ପିକ କରୋନାକୁ ଦୃଷ୍ଟିରେ ରଖି ଆରବର୍ଷକୁ ଘୁଞ୍ଚିଯିବାରୁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଡି କୋଲକାତାର ଦ୍ୱିତୀୟ ଯୋଡି ଭାବେ ଗୋଟିଏ ଅଲମ୍ପିକରେ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ପୂର୍ବତନ ଭାରତୀୟ ହକି ମିଡିଫିଲଡର ଭେସେ […] Via The Argus https://theargus.in

Reliance Jio offering free annual Disney+ Hotstar VIP subscription, 15GB data with Rs 222 plan

Telecom operator Reliance Jio has come up with a new offering that will allow users to access Disney+ Hotstar VIP for a year. Telecom operator Reliance Jio has come up with a new offering that will allow users to access Disney+ Hotstar VIP for a year. The company has reportedly introduced a new plan that all Jio customers who do not have the benefit of Disney+ Hotstar VIP can avail. Thus, the new plans allow Jio users to pay Rs 222 and get a yearly subscription of the streaming channel on their phones. It has first been reported by Price Baba which highlighted that the plan is only for those prepaid customers who are already annual plan subscribers. And they can pay Rs 222 in addition to their existing subscription to receive more benefits. According to the report, Reliance Jio Rs 222 plan also gives a benefit of 15GB high-speed data. It is to note that the validity of the plan will remain the same as the customers’ base plan. The new add-on voucher has been introduced as there a...

Income Tax Return filing for FY2019-20: Here is all you need to do before filing your ITR

Before you actually sit down to file your income tax return (ITR) for FY2019-20 or AY 2020-21, there are certain tasks which you need to complete beforehand. Income Tax Return filing for FY 2019-20: Before you actually sit down to file your income tax return (ITR) for FY2019-20 or AY 2020-21, there are certain tasks which you need to complete beforehand. Let us discuss these in detail. Verify details from Form 26AS The newly-introduced Form 26AS, which should be available to you by 15th of July, 2020, will have more details as compared to old details. The new details which will now be available to you from this year include details of the email ID and mobile number registered with the Income Tax Department. Please verify that these are the ones you are presently regularly using. In case you have changed any of these, please get the same rectified in the records of the Income Tax Department to ensure that communication sent by the Income Tax Department is received at your end in...