Posts

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜଣଙ୍କ ଜୀବନ

ବ୍ରହ୍ମପୁର: ଅଜଣା ଗାଡି ଧକ୍କାରେ ଚାଲିଗଲା 2 ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡି କଲେଜଛକ ଲଛମନ ପଲ୍ଲି ମଶାଣି ନିକଟରେ । ଅଜଣା ଗାଡି ଧକାରେ ମାଉସୀ ଝିଆରୀଙ୍କ ମୃତ୍ୟୁ ଘଟିଛି  । ସୂଚନା ଅନୁଯାଇ, ଆଜି ସକାଳୁ ସକାଳୁ ମାଉସୀ ଝିଆରୀ ଦୁହେଁ ମର୍ନିଙ୍ଗ ୱାର୍କରେ ଯିବା ସମୟରେ ଏକ ଅଜଣା ଗାଡି ଆସି ସେମାନଙ୍କୁ ଧକ୍କା ଦେଇଥିଲା  । ଯାହାଫଳରେ […] Via The Argus https://theargus.in

ମହାନଦୀରେ ବଡ଼ ବନ୍ୟା, ହୀରାକୁଦରେ ବନ୍ଦ ହେଲା ଆଉ ୪ ଗେଟ୍

ସମ୍ୱଲପୁର:  ବଡ଼ ନଦୀରେ ବଡ ବନ୍ୟା । ୨୦୧୧ ପରଠୁ ଭୟଙ୍କର ହୋଇଛି ମହାନଦୀ । ହୀରାକୁଦ ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବା ପରେ ଶାଖା ନଦୀରେ ବି ପ୍ରଭାବ ଦେଖିବାକୁ ମିଳିଛି । ବନ୍ୟାରେ ଅଧା ଓଡ଼ିଶା ବେହାଲ । କେବଳ ଯାଜପୁରରେ ୨୪ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ୩୨ଟି ଘାଇ । ତେବେ ହୀରାକୁଦରେ ଆଉ ୪ଟି ଗେଟ୍ ବନ୍ଦ ହେବା ପରେ ୩୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ […] Via The Argus https://theargus.in

ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ, 12 ଦିନ ପରେ AIIMS ରୁ ହେଲେ ଡିସଚାର୍ଜ

ନୂଆଦିଲ୍ଲୀ:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି AIIMS ରୁ ଡିସଚାର୍ଜ କରାଯାଇଛି। ଗତକାଲି AIIMS ଏକ ବିବୃତ୍ତି ଜାରି କରି କହିଥିଲା ଯେ ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ ହୋଇସାରିଛନ୍ତି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। ସାମାନ୍ୟ ଜ୍ୱରରେ ପିଡୀତ ହେବାରୁ ଅମିତ ଶାହାଙ୍କୁ ଅଗଷ୍ଟ 18 ରେ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରାୟ 12 ଦିନ ଚିକିତ୍ସା ଚାଲିଥିଲା ସୂଚନାଯୋଗ୍ୟ, ଅଗଷ୍ଟ ୨ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ […] Via The Argus https://theargus.in

ସୁଶାନ୍ତ ସିଂ ରାଜପୁତ ମାମଲା: ଆଜି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବ ସିବିଆଇ

ମୁମ୍ବାଇ:  ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା ଜାରି ରଖିଛି ।  ରବିବାର ଦିନ କ୍ରମାଗତ ତୃତୀୟ ଦିନ ରିୟାଙ୍କୁ ପଚରାଉଚରା କରାଯାଇଥିଲା। ଏହାପୂର୍ବରୁ ଶୁକ୍ରବାର ଦିନ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ 10 ଘଣ୍ଟା ପଚରାଉଚରା କରିଥିବାବେଳେ ଶନିବାର ଦିନ ସାତ ଘଣ୍ଟା ପ୍ରଶ୍ନ କରିଛି। ମୋଟାମୋଟି ଭାବେ, ରିୟାଙ୍କୁ ଏପର୍ଯ୍ୟନ୍ତ 26 ଘଣ୍ଟା ଧରି ପ୍ରଶ୍ନ କରାଯାଇଛି। ଆଜି ପଚରାଉଚରା ପାଇଁ ସିବିଆଇ ପୁଣି ରିୟାଙ୍କୁ ଡାକିଛି। ରିୟାଙ୍କ ବ୍ୟତୀତ ଇଡି […] Via The Argus https://theargus.in

ପୁଣି ଲଘୁଚାପ, ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର: ପାଗରେ ପରିବର୍ତ୍ତନ । ପୁଣି ବର୍ଷିବ । ପଶ୍ଚିମ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି।  ତେବେ ବର୍ଷା ଦୁଇ ଦିନ ଛାଡି ଯାଇଥିବାବେଳେ ଆଜି ଠାରୁ ପୁଣି  ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜଲ୍ଲା ଗୁଡିକ ହେଲା କେନ୍ଦୁଝର, […] Via The Argus https://theargus.in

Now you do not need to carry Aadhaar card, download in your mobile like this

UIDAI provides the facility of downloading digital copies to Aadhaar card holders. The electronic copy of the Aadhaar card is password protected. Whether you have to file ITR, get a new SIM or do other work related to the bank, the Aadhaar card comes in handy in all these tasks. But it is often seen that when you need Aadhaar, it stays home. Also, people get upset in the event of losing their base. Keeping all these things in mind, today we are going to tell you something that you will not need to keep Aadhaar card with you. At the same time, even if your base is lost, you do not have to worry. You can get a digital copy of the Aadhaar card on your smartphone in an extremely easy way. The downloaded Aadhaar card is valid and accepted. UIDAI provides the facility of downloading digital copies to Aadhaar card holders. How to download a digital copy of Aadhar card 1. To download Aadhaar card first go to official website https://ift.tt/19Jtw5g Also Read: Jan Dhan accounts : 40 ...

ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର :  ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଗତ ତିନି ଦିନ ମଧ୍ୟରେ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ […] Via The Argus https://theargus.in