ଦୁଇ ଭଉଣୀଙ୍କୁ ଚାପିଦେଲା ମାଲବାହୀ ଟ୍ରକ, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଭେଜିପୁଟ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭେଜିପୁଟ ଗାଁର ସହଦେବ ମହାରଣାଙ୍କ ଦୁଇ ଝିଅ ରୋଜି ମହାରଣା ଓ ପୁଷ୍ପାଞ୍ଜଳି ମହାରଣା ରାସ୍ତା ଅତିକ୍ରମ କରୁଥିବାବେଳେ ଏକ ମାଲବାହୀ ଟ୍ରକ ସେମାନଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ବଡ ଭଉଣୀର ମୃତ୍ୟୁ ହୋଇଯାଇଥିବାବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ […] Via The Argus https://theargus.in
Comments
Post a Comment