108 ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ 3 ଜଣ
ଅନୁଗୁଳୁ: ଅନୁଗୋଳ ଜିଲ୍ଲା ଛେଣ୍ତିପଦା 63 ନଂମ୍ବର ରାଜ୍ୟ ରାଜପଥରେ କୋଶଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା । ଆଜି ଭୋରୁ 108 ଆମ୍ବୁଲାନ୍ସ ଧକ୍କାରେ ରାସ୍ତା କଡରେ ଠିଆ ହୋଇଥିବା ଦୁଇ ପିକଅପ ଭ୍ୟାନ୍ ଚୁରୁମାର ହୋଇଯାଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି 3 ଜଣ ଆମ୍ବୁଲାନ୍ସ କର୍ମଚାରୀ । 108ଟି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଛାଡି ନିଜ ରହିବା ସ୍ଥାନ ବାଗେଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫେରୁଥିବାବେଳେ ଏହି ଦୁର୍ଘଟଣାଟି ଘଟିଥିଲା । […] Via The Argus https://theargus.in
Comments
Post a Comment