ପ୍ରଥମ ଥର ପାଇଁ ବିମାନରେ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ବିମାନରେ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ମୁମ୍ବାଇରେ ଫସିଥିବା ଶ୍ରମିକମାନଙ୍କୁ ଏକ ବିମାନ ରାଞ୍ଚି ଅଭିମୁଖେ ଉଡାଣ ଭରିଛି । ଏନଜିଓର ସାହାଯ୍ୟରେ 177 ଶ୍ରମିକଙ୍କୁ ଏୟାରପୋର୍ଟରେ ପହଞ୍ଚାଯାଇଥିଲା । ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ରେ ସକାଳ 6 ଟାରେ ଏହି ଶ୍ରମିକମାନଙ୍କୁ ନେଇ ଏସିଆ ଫ୍ଲାଇଟ୍ ଉଡାଣ ଭରିଥିଲା । ତେବେ ବାଙ୍ଗଲୋର ଲ’ ସ୍କୁଲ ଏଲୁମନାଇ ଆଶୋସିଏସନ ର ପୂର୍ବ ଛାତ୍ର ସଙ୍ଘ କିଛି ଏନଜିଓଙ୍କ ସହ […] Via The Argus https://theargus.in
Comments
Post a Comment