ପ୍ରବଳ ବର୍ଷା ଯୋଗୁଁ ମେଘାଳୟର ଏକ ରାସ୍ତା ଗୁମ୍ଫାରେ ହେଲା ପରିଣତ
ମେଘାଳୟ: ମେଘାଳୟର ପଶ୍ଚିମ ଜେନ୍ତିଆ ଜିଲ୍ଲାର ଏକ ପାହାଡ ରାସ୍ତା ଧସେଇ ହୋଇଯାଇଛି। ମୋସିୟେମ୍ ଠାରେ ହୋଇଥିବା ଏହି ବିଶାଳ ଗାତ ଏବେ ସେହି ଅଞ୍ଚଳରେ ସମ୍ପୂର୍ଣ୍ଣ ଯାତାୟତ ବିଛିନ୍ନ କରିଛି। ଗତକାଲି ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଆସାମ ର ରାସିୟାଙ୍ଗ ଭଳି ଗାଁକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ରାସ୍ତାଟି ପାହାଡ଼ରେ ମେଘାଳୟ ଓ ଆସାମର ଅନେକ ଗାଁକୁ ସଂଯୋଗ କରୁଛି। ସାଧାରଣତ ପାହାଡ଼ରେ ଏପରି ଦୃଶ୍ୟ ବର୍ଷା ଦିନେ ଦେଖିବାକୁ […] Via The Argus https://theargus.in
Comments
Post a Comment